ଉ‌େମନ୍‌ ଚାଣ୍ଡିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଥିରୁଅନନ୍ତପୁରମ୍‌ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ୍‌ ଚାଣ୍ଡିଙ୍କ ବିରୋଧରେ କେରଳ ପୁଲିସ କ୍ରାଇମ ବ୍ରାଞ୍ଚ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ସାଂସଦ କେ.ସି ବେଣୁଗୋପାଳଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ସୌର ଦୁର୍ନୀତି ଅଭିଯୁକ୍ତ ସରିତା ଏସ୍‌ ନାୟାରଙ୍କ ଦ୍ବାରା ପୂର୍ବତନ ମୁଖ୍ୟମନ୍ତ୍ରୀ ଚାଣ୍ଡିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଅଣାଯାଇଛି।

ସମ୍ବନ୍ଧିତ ଖବର