ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଦ୍ବାରା ନିଆଯାଇଥିବା ମୋଦୀଙ୍କ ସାକ୍ଷାତକାରକୁ ନେଇ କଂଗ୍ରେସ ଆଜି ତୀବ୍ର ସମାଲୋଚନା କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯେୱାଲା ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ବିଜେପି ଏଥର ନିର୍ବାଚନ ହାରିବା ନିଶ୍ଚିତ ଏବଂ ପରାଜୟ ପରେ ମୋଦୀ ବଲିଉଡରେ ରୋଜଗାରର ବିକଳ୍ପ ସନ୍ଧାନ କରିବେ। ୨୩ ମେରେ ନିର୍ବାଚନ ଫଳ ଆସିବା ପରେ ମୋଦୀ ଅଭିନୟ ପାଇଁ ଯିବେ ବୋଲି ସେ କହିଛନ୍ତି।
କଂଗ୍ରେସର କଟାକ୍ଷ:ନିର୍ବାଚନ ହାରିବା ପରେ ମୋଦୀ ଅଭିନୟ କରିବେ
/sambad/media/post_attachments/wp-content/uploads/2019/04/Untitled-2-24.jpg)