ପ୍ରଣବଙ୍କ ଝିଅ, ମୀରା କୁମାରଙ୍କ ପୁଅ କଂଗ୍ରେସର ଜାତୀୟ ମୁଖପାତ୍ର

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏବଂ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କ ପୁଅ ଅନସୁଲ କୁମାରଙ୍କୁ କଂଗ୍ରେସ ଏହାର ଜାତୀୟ ମୁଖପା‌ତ୍ର ଭାବେ ନିଯୁକ୍ତି ଦେଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି ନିଯୁକ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି ‌ବୋଲି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯେବାଲା କହିଛନ୍ତି।

ସମ୍ବନ୍ଧିତ ଖବର