ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବ କଂଗ୍ରେସ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନକୁ କଂଗ୍ରେସ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଜମ୍ମୁ-କଶ୍ମୀରର ନେତାଙ୍କୁ ଦୀର୍ଘଦିନ ଧରି ବନ୍ଦୀ ଅବସ୍ଥାରେ ରଖିବା ଏବଂ ପ୍ରଶାସନର ଭିନ୍ନ ମନୋବୃତ୍ତି କାରଣରୁ କଂଗ୍ରେସ ନିର୍ବାଚନ ବର୍ଜନ କରିବ ବୋଲି କଶ୍ମୀର କଂଗ୍ରେସ ରାଜ୍ୟ ସଭାପତି ଜି.ଏ. ମିର୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୨୪ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର