ନ୍ୟୁୟର୍କ : ଆମେରିକାର ଏକ ସଂସ୍ଥା କରୋନା ଭାଇରସ୍ ସଂକ୍ରମଣ ନେଇ ଭାରତ ସଂପର୍କରେ ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀ କରିଛି। ଆମେରିକାର ‘ସେଣ୍ଟର ଫର୍ ଡିସିଜ, ଡାୟନାମିକ୍ସ ଆଣ୍ଡ ଇକୋନମିକ୍ ପଲିସି (ସିଡିଡିଇପି) କହିଛି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୧ କୋଟିରେ ପହଞ୍ଚିବ। କଠୋର ଲକ୍ଡାଉନ୍ ଜାରି ରହିଲେ ବି ସ୍ଥିତି ଏଭଳି ହେବ ବୋଲି କୁହାଯାଇଛି। ତେବେ ରିପୋର୍ଟରେ କୁହାଯାଇଛି ଏହି ତଥ୍ୟ କେବଳ ଅନୁମାନ ଉପରେ ଆଧାରିତ ଏବଂ ଏହା ସଂପୂର୍ଣ୍ଣ ଭୁଲ୍ ସାବ୍ୟସ୍ତ ମଧ୍ୟ ହୋଇପାରେ।
ଆମେରିକୀୟ ସଂସ୍ଥାର ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀ : ସେପ୍ଟେମ୍ବର ସୁଦ୍ଧା ଭାରତରେ ୧୧୧ କୋଟି ଲୋକ କରୋନା ସଂକ୍ରମିତ ହେବେ
/sambad/media/post_attachments/wp-content/uploads/2020/04/corona-8-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)