ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୧୫ ହଜାର ଟପିଲା, ୨୪ ଘଣ୍ଟାରେ ୧୭,୨୯୬ ସଂକ୍ରମିତ

ନୂଆଦିଲ୍ଲୀ: ଜୁନ୍ ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୯୦୪୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୮୫୬୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୫୩୦୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୪୬୩ ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୭,୨୯୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୩୬ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୯ ଜଣ, ବିହାରରେ ୫୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୨ ଜଣ, ଦିଲ୍ଲୀରେ ୨୪୨୯ ଜଣ, ଗୋଆରେ ୨ ଜଣ, ଗୁଜରାଟରେ ୧୭୫୩ ଜଣ, ହରିୟାଣାରେ ୧୯୮ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୦ ଜଣ, ଝାଡ଼ଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୧୭୦ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୪୨ ଜଣ, ମହାରାଷ୍ଟ୍ରରେ ୬୯୩୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୭ ଜଣ, ପୁଦ୍ଦୁଚେରୀରେ ୯ ଜଣ, ପଞ୍ଜାବରେ ୧୨୦ ଜଣ, ରାଜସ୍ଥାନରେ ୩୭୯ ଜଣ, ତାମିଲନାଡୁରେ ୯୧୧ ଜଣ, ତେଲେଙ୍ଗାନାରେ ୨୩୦ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୬ ଜଣ, ଉତ୍ତରପ୍ରଦେଶରେ ୬୧୧ ଜଣ ଏବଂ ପଶ୍ଚମବଙ୍ଗରେ ୬୦୬ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୫୯), ଆନ୍ଧ୍ରପ୍ରଦେଶ (୧୦୮୮୪), ଅରୁଣାଚଳ ପ୍ରଦେଶ (୧୬୦), ଆସାମ (୬୩୨୧), ବିହାର (୮୪୭୩), ଚଣ୍ଡିଗଡ଼ (୪୨୩), ଛତିଶଗଡ଼ (୨୪୫୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୫୫) ଜଣ, ଦିଲ୍ଲୀ (୭୩୭୮୦), ଗୋଆ (୯୯୫), ଗୁଜରାଟ (୨୯୫୨୦), ହରିୟାଣା (୧୨୪୬୩), ହିମାଚଳ ପ୍ରଦେଶ (୮୩୯), ଜମ୍ମୁ ଓ କଶ୍ମୀର (୬୫୪୯), ଝାଡ଼ଖଣ୍ଡ (୨୨୬୨) କର୍ଣ୍ଣାଟକ (୧୦୫୬୦), କେରଳ (୩୭୨୬), ଲଦାଖ (୯୪୧), ମଧ୍ୟପ୍ରଦେଶ (୧୨୫୯୬), ମହାରାଷ୍ଟ୍ର (୧୪୭୭୧), ମଣିପୁର (୧୦୫୬), ମେଘାଳୟ (୪୬), ମିଜୋରାମ (୧୪୫), ନାଗାଲାଣ୍ଡ (୩୫୫),  ଓଡ଼ିଶା (୫୯୬୨), ପୁଦ୍ଦୁଚେରୀ (୫୦୨), ପଞ୍ଜାବ (୪୭୬୯), ରାଜସ୍ଥାନ (୧୬୨୯୬), ସିକିମ୍ (୮୫), ତାମିଲନାଡୁ (୭୦୯୭୭), ତେଲେଙ୍ଗାନା (୧୧୩୬୪), ତ୍ରିପୁରା (୧୨୯୦), ଉତ୍ତରାଖଣ୍ଡ (୨୬୯୧), ଉତ୍ତରପ୍ରଦେଶ (୨୦୧୯୩) ଓ ପଶ୍ଚିମବଙ୍ଗ (୧୫୬୪୮) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୩), ଆନ୍ଧ୍ରପ୍ରଦେଶ (୪୯୮୮), ଅରୁଣାଚଳ ପ୍ରଦେଶ (୩୮), ଆସାମ (୪୦୩୩), ବିହାର (୬୪୪୧), ଚଣ୍ଡିଗଡ଼ (୩୨୯), ଛତିଶଗଡ଼ (୧୭୫୫), ଦାଦର ନଗର ହାୱେଲି (୩୨), ଦିଲ୍ଲୀ (୪୪୭୬୫), ଗୋଆ (୩୩୫), ଗୁଜରାଟ (୨୧୪୯୮), ହରିୟାଣା (୭୩୮୦), ହିମାଚଳ ପ୍ରଦେଶ (୪୭୭), ଜମ୍ମୁ ଓ କଶ୍ମୀର (୩୯୬୭), ଝାଡ଼ଖଣ୍ଡ (୧୬୦୫), କର୍ଣ୍ଣାଟକ (୬୬୭୦), କେରଳ (୧୯୪୩), ଲଦାଖ (୩୫୮), ମଧ୍ୟପ୍ରଦେଶ (୯୬୧୯), ମହାରାଷ୍ଟ୍ର (୭୭୪୫୩), ମଣିପୁର (୩୫୪), ମେଘାଳୟ (୪୨), ମିଜୋରାମ (୩୦) ନାଗାଲାଣ୍ଡ୍ (୧୬୦), ଓଡ଼ିଶା (୪୨୯୧), ପୁଦ୍ଦୁଚେରୀ (୧୮୭), ପଞ୍ଜାବ (୩୧୯୨), ରାଜସ୍ଥାନ (୧୨୮୪୦), ସିକିମ୍ (୩୯), ତାମିଲନାଡୁ (୩୯୯୯୯), ତେଲେଙ୍ଗାନା (୪୬୮୮), ତ୍ରିପୁରା (୧୦୧୯), ଉତ୍ତରାଖଣ୍ଡ (୧୭୫୮), ଉତ୍ତରପ୍ରଦେଶ (୧୩୧୧୯) ଓ ପଶ୍ଚିମବଙ୍ଗ (୧୦୧୯୦) ।

 

ସମ୍ବନ୍ଧିତ ଖବର