ଦେଶର ରାଜ୍ୟମାନଙ୍କରେ କରୋନା ସ୍ଥିତି: କେତେ ସୁସ୍ଥ, କେତେ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ଭୟାନକ ରୂପ ନେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧ ହଜାର ୫୩୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଥିବା ସୂଚନା ମୁତାବକ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୨୫), ଆନ୍ଧ୍ରପ୍ରଦେଶ (୧୨୦୪୬୪), ଅରୁଣାଚଳ ପ୍ରଦେଶ (୧୩୨୬), ଆସାମ (୩୫୮୦୯), ବିହାର (୪୪୪୮୨), ଚଣ୍ଡିଗଡ଼ (୮୨୦), ଛତିଶଗଡ଼ (୮୩୨୯), ଦାଦର ନଗର ହାୱେଲି (୧୦୧୪), ଦିଲ୍ଲୀ (୧୨୮୨୩୨), ଗୋଆ (୫୫୯୫), ଗୁଜରାଟ (୫୧୨୭୦), ହରିୟାଣା (୩୩୪୪୪), ହିମାଚଳ ପ୍ରଦେଶ (୧୯୫୪), ଜମ୍ମୁ ଓ କଶ୍ମୀର (୧୬୨୧୮), ଝାଡ଼ଖଣ୍ଡ (୭୩୯୧), କର୍ଣ୍ଣାଟକ (୮୪୨୩୨), କେରଳ (୧୯୧୪୭), ଲଦାଖ (୧୧୯୪), ମଧ୍ୟପ୍ରଦେଶ (୨୭୬୨୧), ମହାରାଷ୍ଟ୍ର (୩୨୭୨୮୧), ମଣିପୁର (୧୯୨୬), ମେଘାଳୟ (୪୧୧), ମିଜୋରାମ (୨୮୯) ନାଗାଲାଣ୍ଡ୍ (୮୨୪), ଓଡ଼ିଶା (୨୫୬୯୮), ପୁଦ୍ଦୁଚେରୀ (୨୯୧୪), ପଞ୍ଜାବ (୧୪୦୪୦), ରାଜସ୍ଥାନ (୩୬୧୯୫), ସିକିମ୍ (୪୦୬), ତାମିଲନାଡୁ (୨୨୭୫୭୫), ତେଲେଙ୍ଗାନା (୫୪୩୩୦), ତ୍ରିପୁରା (୪୦୮୪), ଉତ୍ତରାଖଣ୍ଡ (୫୭୩୧), ଉତ୍ତରପ୍ରଦେଶ (୬୬୮୩୪) ଓ ପଶ୍ଚିମବଙ୍ଗ (୬୩୦୬୦) ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧୯ ଜଣ, ଆନ୍ଧ୍ରପ୍ରଦେଶରେ ୧୮୪୨ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୩୨ ଜଣ, ବିହାରରେ ୩୬୯ ଜଣ, ଚଣ୍ଡିଗଡ଼ରେ ୨୩ ଜଣ, ଛତିଶଗଡ଼ରେ ୮୭ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୮୨ ଜଣ, ଗୋଆରେ ୭୦ ଜଣ, ଗୁଜରାଟରେ ୨୬୦୫ ଜଣ, ହରିୟାଣାରେ ୪୬୭ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୪୯ ଜଣ, ଝାଡ଼ଖଣ୍ଡରେ ୧୫୧ ଜଣ, କର୍ଣ୍ଣାଟକରେ ୨୯୯୮ ଜଣ, କେରଳରେ ୧୦୨ ଜଣ, ଲଦାଖରେ ୯ ଜଣ, ମଧ୍ୟପ୍ରଦେଶରେ ୯୬୨ ଜଣ, ମହାରାଷ୍ଟ୍ରରେ ୧୭୦୯୨ ଜଣ, ମଣିପୁରରେ ୧୦ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୭ ଜଣ, ଓଡ଼ିଶାରେ ୨୪୭ ଜଣ, ପୁଦ୍ଦୁଚେରୀରେ ୭୫ ଜଣ, ପଞ୍ଜାବରେ ୫୩୯ ଜଣ, ରାଜସ୍ଥାନରେ ୭୬୭ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୬୯୦ ଜଣ, ତେଲେଙ୍ଗାନାରେ ୬୧୫ ଜଣ, ତ୍ରିପୁରାରେ ୩୭ ଜଣ, ଉତ୍ତରାଖଣ୍ଡରେ ୧୧୨ ଜଣ, ଉତ୍ତରପ୍ରଦେଶରେ ୧୯୮୧ ଜଣ ଏବଂ ପଶ୍ଚିମବଙ୍ଗରେ ୧୯୫୪ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର