କ୍ବିନ୍‌ କନ୍‌ସର୍ଟ କାମିଲାଙ୍କୁ କରୋନା

ଲଣ୍ଡନ: ବ୍ରିଟେନର କ୍ବିନ୍‌ କନସର୍ଟ କାମିଲା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ରାଜା ଚାର୍ଲସ ତୃତୀୟଙ୍କର ସେ ପତ୍ନୀ। କାମିଲାଙ୍କୁ ଥଣ୍ଡା ହେବାପରେ ସେ କୋଭିଡ ଟେଷ୍ଟ୍‌ କରିଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ବକିଙ୍ଗହାମ ପ୍ୟାଲେସ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।

ଫଳରେ ଚଳିତ ସପ୍ତାହରେ କାମିଲା ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଉଲ୍ଲେଖଯୋଗ୍ୟ, କାମିଲ୍ଲା ଗତବର୍ଷ ମଧ୍ୟ କରୋନା ସଂକ୍ରମିତ ହୋଇଥ‌ିଲେ।

ସମ୍ବନ୍ଧିତ ଖବର