ଭାରତରେ ସଂକ୍ରମିତ ସଂଖ୍ୟା ୯ ଲକ୍ଷ ପାର୍‌, ଦିନକରେ ୨୮,୪୯୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଜୁଲାଇ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୯୦୬,୭୫୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୭୧୪୫୯ ଜଣ ସୁସ୍ଥ ହୋଇଛନ୍ତି।୨୩୭୨୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୮, ୪୯୮  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୫୬୫ରେ ପହଞ୍ଚିଛି। ଆଶ୍ବସ୍ତିର ବିଷୟ ହେଉଛି, ସକ୍ରିୟ ସଂକ୍ରମିତ ସଂଖ୍ୟାର ପାଖାପାଖି ୨ଗୁଣା ଅଧିକ ରହିଛି ସୁସ୍ଥଙ୍କ ସଂଖ୍ୟା। ଅନ୍ୟପଟେ କରୋନା ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୬୫ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୩୬ ଜଣ, ବିହାରରେ ୧୬୦ଜଣ, ଚଣ୍ଡିଗଡ଼ରେ ୮ ଜଣ, ଛତିଶଗଡ଼ରେ ୧୯ ଜଣ, ଦିଲ୍ଲୀରେ୩୪୧୧ ଜଣ, ଗୋଆରେ ୧୭ ଜଣ, ଗୁଜରାଟରେ ୨୦୫୫ ଜଣ, ହରିୟାଣାରେ ୩୦୮ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୮୭ ଜଣ, ଝାଡ଼ଖଣ୍ଡରେ ୩୩ ଜଣ, କର୍ଣ୍ଣାଟକରେ ୭୫୭ ଜଣ, କେରଳରେ ୩୩ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୬୩ ଜଣ, ମହାରାଷ୍ଟ୍ରରେ ୧୦୪୮୨ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୭୦ ଜଣ, ପୁଦ୍ଦୁଚେରୀରେ ୧୮ ଜଣ, ପଞ୍ଜାବରେ ୨୦୪ ଜଣ, ରାଜସ୍ଥାନରେ ୫୨୫ ଜଣ, ତାମିଲନାଡୁରେ ୨୦୩୨ ଜଣ, ତେଲେଙ୍ଗାନାରେ ୩୬୫ ଜଣ, ତ୍ରିପୁରାରେ ୨ ଜଣ, ଉତ୍ତରାଖଣ୍ଡରେ ୪୯ ଜଣ, ଉତ୍ତରପ୍ରଦେଶରେ ୯୫୫ ଜଣ ଏବଂ ପଶ୍ଚମବଙ୍ଗରେ ୯୫୬ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬୬), ଆନ୍ଧ୍ରପ୍ରଦେଶ (୩୧୧୦୩), ଅରୁଣାଚଳ ପ୍ରଦେଶ (୩୮୭), ଆସାମ (୧୬୮୦୬), ବିହାର (୧୭୯୫୯), ଚଣ୍ଡିଗଡ଼ (୫୮୮), ଛତିଶଗଡ଼ (୪୨୧୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୯୫), ଦିଲ୍ଲୀ (୧୧୩୭୪୦), ଗୋଆ (୨୫୮୮୩), ଗୁଜରାଟ (୪୨୭୨୨), ହରିୟାଣା (୨୧୮୯୪), ହିମାଚଳ ପ୍ରଦେଶ (୧୨୪୩), ଜମ୍ମୁ ଓ କଶ୍ମୀର (୧୦୮୨୭), ଝାଡ଼ଖଣ୍ଡ (୩୮୯୮) କର୍ଣ୍ଣାଟକ (୪୧୫୮୧), କେରଳ (୮୩୨୨), ଲଦାଖ (୧୦୯୩), ମଧ୍ୟପ୍ରଦେଶ (୧୮୨୦୭), ମହାରାଷ୍ଟ୍ର (୨୬୦୯୨୪), ମଣିପୁର (୧୬୨୬), ମେଘାଳୟ (୩୧୮), ମିଜୋରାମ (୨୩୩), ନାଗାଲାଣ୍ଡ (୮୪୫),  ଓଡ଼ିଶା (୧୩୭୩୭), ପୁଦ୍ଦୁଚେରୀ (୧୪୬୮), ପଞ୍ଜାବ (୮୧୭୮), ରାଜସ୍ଥାନ (୨୪୯୩୬), ସିକିମ୍ (୧୯୨), ତାମିଲନାଡୁ (୧୪୨୭୯୮), ତେଲେଙ୍ଗାନା (୩୬୨୨୨୧), ତ୍ରିପୁରା (୨୦୮୦), ଉତ୍ତରାଖଣ୍ଡ (୩୬୦୮), ଉତ୍ତରପ୍ରଦେଶ (୩୮୧୩୦ ଓ ପଶ୍ଚିମବଙ୍ଗ (୩୧୪୪୮) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୦୯), ଆନ୍ଧ୍ରପ୍ରଦେଶ (୧୬୪୬୪), ଅରୁଣାଚଳ ପ୍ରଦେଶ (୧୪୫), ଆସାମ (୧୯୮୯୪), ବିହାର (୧୨୩୧୭), ଚଣ୍ଡିଗଡ଼ (୪୨୩), ଛତିଶଗଡ଼ (୩୨୦୨), ଦାଦର ନଗର ହାୱେଲି (୨୬୮), ଦିଲ୍ଲୀ (୯୧୩୧୨), ଗୋଆ (୧୫୪୦), ଗୁଜରାଟ (୨୯୭୭୦), ହରିୟାଣା (୧୬୬୦୨), ହିମାଚଳ ପ୍ରଦେଶ (୯୪୦), ଜମ୍ମୁ ଓ କଶ୍ମୀର (୬୦୯୫), ଝାଡ଼ଖଣ୍ଡ (୨୩୫୧), କର୍ଣ୍ଣାଟକ (୧୬୨୪୮), କେରଳ (୪୨୫୭), ଲଦାଖ (୯୪୬), ମଧ୍ୟପ୍ରଦେଶ (୧୩୨୦୮), ମହାରାଷ୍ଟ୍ର (୧୪୪୫୦୭), ମଣିପୁର (୯୭୦), ମେଘାଳୟ (୬୬), ମିଜୋରାମ (୧୫୧),  ନାଗାଲାଣ୍ଡ୍ (୩୬୦), ଓଡ଼ିଶା (୯୨୫୫), ପୁଦ୍ଦୁଚେରୀ (୭୮୫), ପଞ୍ଜାବ (୫୫୮୬), ରାଜସ୍ଥାନ (୧୮୬୩୦), ସିକିମ୍ (୮୬), ତାମିଲନାଡୁ (୯୨୫୬୭), ତେଲେଙ୍ଗାନା (୨୩୬୭୯), ତ୍ରିପୁରା (୧୪୭୫), ଉତ୍ତରାଖଣ୍ଡ (୨୮୫୬), ଉତ୍ତରପ୍ରଦେଶ (୨୪୨୦୩) ଓ ପଶ୍ଚିମବଙ୍ଗ (୧୯୨୧୩) ।

ସମ୍ବନ୍ଧିତ ଖବର