ନୂଆଦିଲ୍ଲୀ: କରୋନାଭାଇରସ୍ର କେନ୍ଦ୍ରସ୍ଥଳ ଉହାନ୍ରୁ ଭାରତକୁ ଫେରିଥିବା ୧୧୨ ଜଣଙ୍କ ଶରୀରରେ ଭାଇରସ୍ ନାହିଁ। ଆଇଟିବିପି କ୍ବାରେଣ୍ଟାଇନ୍ରେ ଥିବା ସମସ୍ତ ନାଗରିକଙ୍କ ପ୍ରଥମ ନମୁନା ପରୀକ୍ଷା ପରେ ସେମାନଙ୍କ ଶରୀରରେ ଭାଇରସ୍ ନଥିବା ଜଣାପଡ଼ିଛି। ସମସ୍ତଙ୍କ ନମୁନା ଏମ୍ସକୁ ପଠାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ୧୫ ଦିନ ପର୍ଯ୍ୟନ୍ତ ସେମାନେ କ୍ବାରେଣ୍ଟାଇନ୍ରେ ରହିବେ। ଏମାନଙ୍କ ମଧ୍ୟରେ ୭୬ ଭାରତୀୟ ଏବଂ ୩୬ ବିଦେଶୀ ନାଗରିକ ଅଛନ୍ତି।
ନୂଆଦିଲ୍ଲୀ: ଉହାନ୍ରୁ ଫେରିଥିବା ୧୧୨ ଜଣଙ୍କ ଶରୀରରେ ଭାଇରସ୍ ନାହିଁ
/sambad/media/post_attachments/wp-content/uploads/2020/03/f5h4jfh4jk7jj74gh8j98jgjjgdjggjdgjgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)