ନୂଆଦିଲ୍ଲୀ: ଏପ୍ରିଲ୍ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧୩୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୬୮୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୪ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୪୮ ଜଣ, ଗୁଜରାଟରେ ୧୦୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୭ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୮୦ ଜଣ, ମହାରାଷ୍ଟ୍ରରେ ୨୬୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୬ ଜଣ, ରାଜସ୍ଥାନରେ ୨୭ଜଣ, ତାମିଲନାଡୁରେ ୧୮ ଜଣ, ତେଲେଙ୍ଗାନାରେ ୨୩ ଜଣ, ଉତ୍ତରପ୍ରଦେଶରେ ୨୧ ଜଣ ଏବଂ ପଶ୍ଚମବଙ୍ଗରେ ୧୫ ଜଣ ।
Image Source: Zee Newsସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୮), ଆନ୍ଧ୍ରପ୍ରଦେଶ (୮୧୩), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୧୪୩), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୨୪୮), ଗୋଆ (୭), ଗୁଜରାଟ (୨୪୦୭), ହରିୟାଣା (୨୬୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୦୭), ଝାଡ଼ଖଣ୍ଡ (୪୯) କର୍ଣ୍ଣାଟକ (୪୨୭), କେରଳ (୪୩୮), ଲଦାଖ (୧୮), ମଧ୍ୟପ୍ରଦେଶ (୧୫୯୨), ମହାରାଷ୍ଟ୍ର (୫୬୫୨), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୮୩), ପୁଦ୍ଦୁଚେରୀ (୭), ପଞ୍ଜାବ (୨୫୧), ରାଜସ୍ଥାନ (୧୮୯୦), ତାମିଲନାଡୁ (୧୬୨୯), ତେଲେଙ୍ଗାନା (୯୪୫), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୪୪୯) ଓ ପଶ୍ଚିମବଙ୍ଗ (୪୫୬) ।
Image Source: Hindustan Timesସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୧୨୦), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୬), ଚଣ୍ଡିଗଡ଼ (୧୪), ଛତିଶଗଡ଼ (୨୬), ଦିଲ୍ଲୀ (୭୨୪), ଗୋଆ (୭), ଗୁଜରାଟ (୧୭୯), ହରିୟାଣା (୧୪୦), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୯୨), ଝାଡ଼ଖଣ୍ଡ (୮), କର୍ଣ୍ଣାଟକ (୧୩୧), କେରଳ (୩୨୩), ଲଦାଖ (୧୪), ମଧ୍ୟପ୍ରଦେଶ (୧୪୮), ମହାରାଷ୍ଟ୍ର (୭୮୯), ମଣିପୁର (୨), ଓଡ଼ିଶା (୩୨), ପୁଦ୍ଦୁଚେରୀ (୩), ପଞ୍ଜାବ (୪୯), ରାଜସ୍ଥାନ (୨୩୦), ତାମିଲନାଡୁ (୬୬୨), ତେଲେଙ୍ଗାନା (୧୯୪), ତ୍ରିପୁରା (୧), ଉତ୍ତରାଖଣ୍ଡ (୨୩), ଉତ୍ତରପ୍ରଦେଶ (୧୭୩) ଓ ପଶ୍ଚିମବଙ୍ଗ (୭୯) ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Corona-in-India_Thursday_Thumbnail.jpg)