ଭାରତରେ କରୋନାଭାଇରସ୍: ୨୬୪୯୬ ଆକ୍ରାନ୍ତ, ୫୮୦୩ ସୁସ୍ଥ ଓ ୮୨୪ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୬୪୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୮୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୮୨୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୪ ଜଣ, ଗୁଜରାଟରେ ୧୩୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୬ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୮ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୯୯ ଜଣ, ମହାରାଷ୍ଟ୍ରରେ ୩୨୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୭ ଜଣ, ରାଜସ୍ଥାନରେ ୩୩ ଜଣ, ତାମିଲନାଡୁରେ ୨୩ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୭ ଜଣ ଏବଂ ପଶ୍ଚମବଙ୍ଗରେ ୧୮ ଜଣ ।

Image Source: Hindustan Times

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୦୬୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୪୩), ଚଣ୍ଡିଗଡ଼ (୨୮), ଛତିଶଗଡ଼ (୩୭), ଦିଲ୍ଲୀ (୨୬୨୫), ଗୋଆ (୭), ଗୁଜରାଟ (୩୦୭୧), ହରିୟାଣା (୨୮୯), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୯୪), ଝାଡ଼ଖଣ୍ଡ (୬୭) କର୍ଣ୍ଣାଟକ (୫୦୦), କେରଳ (୪୫୭), ଲଦାଖ (୨୦), ମଧ୍ୟପ୍ରଦେଶ (୨୦୯୬), ମହାରାଷ୍ଟ୍ର (୭୬୨୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୯୪), ପୁଦ୍ଦୁଚେରୀ (୭), ପଞ୍ଜାବ (୨୯୮), ରାଜସ୍ଥାନ (୨୦୮୩), ତାମିଲନାଡୁ (୧୮୨୧), ତେଲେଙ୍ଗାନା (୯୯୧), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୮), ଉତ୍ତରପ୍ରଦେଶ (୧୭୯୩) ଓ ପଶ୍ଚିମବଙ୍ଗ (୬୧୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୧୭୧), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୬), ଚଣ୍ଡିଗଡ଼ (୧୫), ଛତିଶଗଡ଼ (୩୨), ଦିଲ୍ଲୀ (୮୬୯), ଗୋଆ (୭), ଗୁଜରାଟ (୨୮୨), ହରିୟାଣା (୧୭୬), ହିମାଚଳ ପ୍ରଦେଶ (୨୨), ଜମ୍ମୁ ଓ କଶ୍ମୀର (୧୧୨), ଝାଡ଼ଖଣ୍ଡ (୧୩), କର୍ଣ୍ଣାଟକ (୧୫୮), କେରଳ (୩୩୮), ଲଦାଖ (୧୪), ମଧ୍ୟପ୍ରଦେଶ (୨୧୦), ମହାରାଷ୍ଟ୍ର (୧୦୭୬), ମଣିପୁର (୨), ଓଡ଼ିଶା (୩୩), ପୁଦ୍ଦୁଚେରୀ (୩), ପଞ୍ଜାବ (୬୭), ରାଜସ୍ଥାନ (୪୯୩), ତାମିଲନାଡୁ (୯୬୦), ତେଲେଙ୍ଗାନା (୨୮୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୨୬), ଉତ୍ତରପ୍ରଦେଶ (୨୬୧) ଓ ପଶ୍ଚିମବଙ୍ଗ (୧୦୫) ।

 

ସମ୍ବନ୍ଧିତ ଖବର