ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୮୪୫; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୬, ୯୭୭

ନୂଆଦିଲ୍ଲୀ: ମେ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୩୮୮୪୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୭୭୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୦୨୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୬ ଜଣ, ଆସାମରେ ୪ ଜଣ, ବିହାରରେ ୧୩ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୨୬୧ ଜଣ, ଗୁଜରାଟରେ ୮୫୮ ଜଣ, ହରିୟାଣାରେ ୧୬ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୨୧ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୨ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୯୦ ଜଣ, ମହାରାଷ୍ଟ୍ରରେ ୧୬୩୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୦ ଜଣ, ରାଜସ୍ଥାନରେ ୧୬୩ ଜଣ, ତାମିଲନାଡୁରେ ୧୧୧ ଜଣ, ତେଲେଙ୍ଗାନାରେ ୫୩ ଜଣ, ଉତ୍ତରାଖଣ୍ଡରେ ୩ ଜଣ, ଉତ୍ତରପ୍ରଦେଶରେ ୧୬୧ ଜଣ ଏବଂ ପଶ୍ଚମବଙ୍ଗରେ ୨୭୨ ଜଣ ।

Image Source: Zee News

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୮୨୩), ଅରୁଣାଚଳ ପ୍ରଦେଶ (୧), ଆସାମ (୩୭୮), ବିହାର (୨୫୮୭), ଚଣ୍ଡିଗଡ଼ (୨୩୮), ଛତିଶଗଡ଼ (୨୫୨), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୩୪୧୮), ଗୋଆ (୬୬), ଗୁଜରାଟ (୧୪୦୫୬), ହରିୟାଣା (୧୧୮୪), ହିମାଚଳ ପ୍ରଦେଶ (୨୦୩), ଜମ୍ମୁ ଓ କଶ୍ମୀର (୧୬୨୧), ଝାଡ଼ଖଣ୍ଡ (୩୭୦) କର୍ଣ୍ଣାଟକ (୨୦୮୯), କେରଳ (୮୪୭), ଲଦାଖ (୫୨), ମଧ୍ୟପ୍ରଦେଶ (୬୬୬୫), ମହାରାଷ୍ଟ୍ର (୫୦୨୩୧), ମଣିପୁର (୩୨), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୩୩୬), ପୁଦ୍ଦୁଚେରୀ (୪୧), ପଞ୍ଜାବ (୨୦୬୦), ରାଜସ୍ଥାନ (୭୦୨୮), ସିକିମ୍ (୧), ତାମିଲନାଡୁ (୧୬୨୭୭), ତେଲେଙ୍ଗାନା (୧୮୫୪), ତ୍ରିପୁରା (୧୯୧), ଉତ୍ତରାଖଣ୍ଡ (୩୧୭), ଉତ୍ତରପ୍ରଦେଶ (୬୨୬୮) ଓ ପଶ୍ଚିମବଙ୍ଗ (୩୬୬୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୮୫୬), ଅରୁଣାଚଳ ପ୍ରଦେଶ (୧), ଆସାମ (୫୫), ବିହାର (୭୦୨), ଚଣ୍ଡିଗଡ଼ (୧୮୬), ଛତିଶଗଡ଼ (୬୭), ଦିଲ୍ଲୀ (୬୫୪୦), ଗୋଆ (୧୯), ଗୁଜରାଟ (୬୪୧୨), ହରିୟାଣା (୭୬୫), ହିମାଚଳ ପ୍ରଦେଶ (୬୩), ଜମ୍ମୁ ଓ କଶ୍ମୀର (୮୦୯), ଝାଡ଼ଖଣ୍ଡ (୧୪୮), କର୍ଣ୍ଣାଟକ (୬୫୪), କେରଳ (୫୨୧), ଲଦାଖ (୪୩), ମଧ୍ୟପ୍ରଦେଶ (୩୪୦୮), ମହାରାଷ୍ଟ୍ର (୧୪୬୦୦), ମଣିପୁର (୪), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୫୫୦), ପୁଦ୍ଦୁଚେରୀ (୧୨), ପଞ୍ଜାବ (୧୮୯୮), ରାଜସ୍ଥାନ (୩୮୪୮), ତାମିଲନାଡୁ (୮୩୨୪), ତେଲେଙ୍ଗାନା (୧୦୯୦), ତ୍ରିପୁରା (୧୬୫), ଉତ୍ତରାଖଣ୍ଡ (୫୮), ଉତ୍ତରପ୍ରଦେଶ (୩୫୩୮) ଓ ପଶ୍ଚିମବଙ୍ଗ (୧୩୩୯) ।

 

ସମ୍ବନ୍ଧିତ ଖବର