ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଟପିଲା; ୨୪ ଘଣ୍ଟାରେ ୧୯, ୧୪୮ ଆକ୍ରାନ୍ତ ଓ ୪୩୪ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଜୁଲାଇ ୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୦୪୬୪୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୫୯୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୭୮୩୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୧୯, ୧୪୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୪୭ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୩୪ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୯୩ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୨ ଜଣ, ବିହାରରେ ୭୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୨୮୦୩ ଜଣ, ଗୋଆରେ ୪ ଜଣ, ଗୁଜରାଟରେ ୧୮୬୭ ଜଣ, ହରିୟାଣାରେ ୨୪୦ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୦୫ ଜଣ, ଝାଡ଼ଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୫୩ ଜଣ, କେରଳରେ ୨୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୮୧ ଜଣ, ମହାରାଷ୍ଟ୍ରରେ ୮୦୫୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨୫ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୪୯ ଜଣ, ରାଜସ୍ଥାନରେ ୪୨୧ ଜଣ, ତାମିଲନାଡୁରେ ୧୨୬୪ ଜଣ, ତେଲେଙ୍ଗାନାରେ ୨୬୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୧ ଜଣ, ଉତ୍ତରପ୍ରଦେଶରେ ୭୧୮ ଜଣ ଏବଂ ପଶ୍ଚମବଙ୍ଗରେ ୬୮୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୦୦), ଆନ୍ଧ୍ରପ୍ରଦେଶ (୧୫୨୫୨), ଅରୁଣାଚଳ ପ୍ରଦେଶ (୧୯୫), ଆସାମ (୮୫୮୨), ବିହାର (୧୦୨୪୯), ଚଣ୍ଡିଗଡ଼ (୪୪୬), ଛତିଶଗଡ଼ (୨୯୪୦), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୧୫) ଜଣ, ଦିଲ୍ଲୀ (୮୯୮୦୨), ଗୋଆ (୧୩୮୭), ଗୁଜରାଟ (୩୩୨୩୨), ହରିୟାଣା (୧୪୯୪୧), ହିମାଚଳ ପ୍ରଦେଶ (୯୭୯), ଜମ୍ମୁ ଓ କଶ୍ମୀର (୭୬୯୫), ଝାଡ଼ଖଣ୍ଡ (୨୫୨୧) କର୍ଣ୍ଣାଟକ (୧୬୫୧୪), କେରଳ (୪୫୯୩), ଲଦାଖ (୯୯୦), ମଧ୍ୟପ୍ରଦେଶ (୧୩୮୬୧), ମହାରାଷ୍ଟ୍ର (୧୮୦୨୯୮), ମଣିପୁର (୧୨୬୦), ମେଘାଳୟ (୫୨), ମିଜୋରାମ (୧୬୦), ନାଗାଲାଣ୍ଡ (୪୫୯),  ଓଡ଼ିଶା (୭୩୧୬), ପୁଦ୍ଦୁଚେରୀ (୭୧୪), ପଞ୍ଜାବ (୫୬୬୮), ରାଜସ୍ଥାନ (୧୮୩୧୨), ସିକିମ୍ (୧୦୧), ତାମିଲନାଡୁ (୯୪୦୪୯), ତେଲେଙ୍ଗାନା (୧୭୩୫୭), ତ୍ରିପୁରା (୧୩୯୬), ଉତ୍ତରାଖଣ୍ଡ (୨୯୪୭), ଉତ୍ତରପ୍ରଦେଶ (୨୪୦୫୬) ଓ ପଶ୍ଚିମବଙ୍ଗ (୧୯୧୭୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୫୦), ଆନ୍ଧ୍ରପ୍ରଦେଶ (୬୯୮୮), ଅରୁଣାଚଳ ପ୍ରଦେଶ (୬୬), ଆସାମ (୫୮୫୧), ବିହାର (୭୯୪୬), ଚଣ୍ଡିଗଡ଼ (୩୬୭), ଛତିଶଗଡ଼ (୨୩୦୩), ଦାଦର ନଗର ହାୱେଲି (୮୬), ଦିଲ୍ଲୀ (୫୯୯୯୨), ଗୋଆ (୬୭୦), ଗୁଜରାଟ (୨୪୦୩୦), ହରିୟାଣା (୧୦୪୯୯), ହିମାଚଳ ପ୍ରଦେଶ (୬୧୪), ଜମ୍ମୁ ଓ କଶ୍ମୀର (୪୮୫୬), ଝାଡ଼ଖଣ୍ଡ (୧୯୩୧), କର୍ଣ୍ଣାଟକ (୮୦୬୩), କେରଳ (୨୪୩୯), ଲଦାଖ (୬୯୪), ମଧ୍ୟପ୍ରଦେଶ (୧୦୬୫୫), ମହାରାଷ୍ଟ୍ର (୯୩୧୫୪), ମଣିପୁର (୫୭୯), ମେଘାଳୟ (୪୨), ମିଜୋରାମ (୧୨୩) ନାଗାଲାଣ୍ଡ୍ (୧୬୮), ଓଡ଼ିଶା (୫୩୫୩), ପୁଦ୍ଦୁଚେରୀ (୨୭୨), ପଞ୍ଜାବ (୩୮୬୭), ରାଜସ୍ଥାନ (୧୪୨୨୦), ସିକିମ୍ (୫୩), ତାମିଲନାଡୁ (୫୨୯୨୬), ତେଲେଙ୍ଗାନା (୮୦୮୨), ତ୍ରିପୁରା (୧୦୯୩), ଉତ୍ତରାଖଣ୍ଡ (୨୩୧୭), ଉତ୍ତରପ୍ରଦେଶ (୧୬୬୨୯) ଓ ପଶ୍ଚିମବଙ୍ଗ (୧୨୫୨୮) ।

 

ସମ୍ବନ୍ଧିତ ଖବର