ମୁମ୍ବାଇ : ମହାରାଷ୍ଟ୍ରରେ ଆଜି ୫,୨୧୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେବଳ ମୁମ୍ବାଇରେ ୨,୪୭୯ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇ ଦୈନିକ ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ମୁମ୍ବାଇରେ ୧୬୪୮ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଦିଲ୍ଲୀରେ ୧୯୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍ ହାର ୮.୧୦ ପ୍ରତିଶତ। ଦିଲ୍ଲୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯,୨୭,୩୯୪ ଏବଂ କରୋନା ମୃତ୍ୟୁସଂଖ୍ୟା ୨୬,୨୪୨। ଉଲ୍ଲେଖଯୋଗ୍ୟ ଯେ ୧୦ ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଗୁଜରାଟରେ ସକ୍ରିୟ ମାମଲା ୧ ହଜାର ଉପରେ ରହିଛି।
ମହାରାଷ୍ଟ୍ରରେ ୫ ହଜାର ନୂଆ କରୋନା ମାମଲା
/sambad/media/post_attachments/wp-content/uploads/2022/06/covid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)