ରାଞ୍ଚି : ବେଳେବେଳେ ଏମିତି କିଛି ଘଟଣା ଲୋକଲୋଚନକୁ ଆସେ ଯାହାକୁ ବିଶ୍ବାସ କରି ହୁଏନା। ସାମାନ୍ୟ ଯୁକ୍ତି ତର୍କରୁ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ଯାହା ମଣିଷର ଜୀବନ ନେଇଯାଏ। ଏଭଳି ଏକ ଘଟଣାକ୍ରମେ ଜଣେ ଅବସରପ୍ରାପ୍ତ ସିଆରପିଏଫ୍ ଯବାନ ତାଙ୍କ ସର୍ଭିସ ରାଇଫଲ୍ରୁ ନିଜ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ ଯେ ଏଭଳି ଘଟଣା ଘଟିଛି ରାଞ୍ଚିର ଗୋଣ୍ଡା ଅଞ୍ଚଳରେ। ପୂର୍ବତନ ସିଆରପିଏଫ୍ ଯବାନ ରାକେଶ ରାୱତଙ୍କୁ ପୁଲିସ ଏବେ ଗିରଫ କରିସାରିଛି। ସିଆରପିଏଫ୍ ଯବାନ ରାକେଶ ତାଙ୍କ ୨୯ ବର୍ଷୀୟ ପୁଅ ରାହୁଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ପୁଅକୁ ଗୁଳି କରି ହତ୍ୟା କଲେ ସିଆରପିଏଫ୍ ବାପା
/sambad/media/post_attachments/wp-content/uploads/2018/10/gun-murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)