ଶ୍ରୀନଗର, : ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା ଅଶାନ୍ତ ହୋଇପଡ଼ିଛି। ନିୟନ୍ତ୍ରଣରେଖା ନିକଟରେ ଗୁଳିବର୍ଷା ଜାରି ରହିଛି। କୁପ୍ଓ୍ଵାଡ଼ା ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଆଜି ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ଗତକାଲିଠାରୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ଆବଶ୍ୟକ ରହିଛି ବୋଲି ସେନା ମୁଖ୍ୟ ବିପିନ୍ ରାଓ୍ଵତ୍ ସୋମବାର କହିଛନ୍ତି।
କୁପ୍ଓ୍ଵାଡ଼ାରେ ଏନ୍କାଉଣ୍ଟର:୫ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ
/sambad/media/post_attachments/wp-content/uploads/2018/09/kulgam-shurat-jawan-killed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)