ଲଣ୍ଡନ: ବ୍ରିଟେନ୍ରେ ବାତ୍ୟା ‘ସିଆରା’ର ତାଣ୍ଡବରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡିଛି। ବ୍ରିଟେନ୍ର ସମସ୍ତ ଟ୍ରେନ୍, ବିମାନ ଚଳାଚଳ ବନ୍ଦ କରି ଦିଆଯାଇଛି। ସମଗ୍ର ଉତ୍ତର ୟୁରୋପରେ ସିଆରା ନେଇ ହାଇ ଆଲର୍ଟ ଜାରି କରାଯାଇଛି। ବାତ୍ୟା ସିଆରା ଫଳରେ ବ୍ରିଟେନ୍ରେ ପବନର ବେଗ ଘଣ୍ଟା ପ୍ରତି ୧୪୫ କିଲୋମିଟରରୁ ଅଧିକ ରହିଛି। ପବନ ଯୋଗୁଁ ବ୍ରିଟେନର ବ୍ୟାପକ କ୍ଷୟକ୍ଷତି ଘଟିଛି। ଲଣ୍ଡନ ସହରରେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଥିଲା।
ବାତ୍ୟା ‘ସିଆରା’ର ତାଣ୍ଡବ: ବ୍ରିଟେନ୍ର ରେଳ, ବିମାନସେବା ଠପ୍
/sambad/media/post_attachments/wp-content/uploads/2020/02/1238273.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)