ଭୀଷଣ ରୂପ ନେଉଛି ବାତ୍ୟା ‘ତୌକ୍‌ତେ’

ନୂଆଦିଲ୍ଲୀ : ଆରବ ସାଗରରେ ଦାନା ବାନ୍ଧୁଥିବା ବାତ୍ୟା ତୌକ୍‌ତେ ଶନିବାର ରାତି ସୁଦ୍ଧା ଭୀଷଣ ରୂପ ନେବାକୁ ଯାଉଛି। ପାଣିପାଗ ବିଭାଗ ମହରାଷ୍ଟ୍ର, ଗୋଆ, ଦକ୍ଷିଣ କୋଙ୍କଣ ସମେତ କର୍ଣ୍ଣାଟକର ବିଭିନ୍ନ ଅଂଚଳ ପାଇଁ ଆଲର୍ଟ ଜାରି କରିଛି। ୧୬ରୁ ୧୯ ମେ ମଧ୍ୟରେ ଏହି ବାତ୍ୟର ବେଗ ୧୫୦ରୁ ୧୭୫ କିମି ପ୍ରତି ଘଣ୍ଟା ରହିଛି। ୧୮ ମେରେ ଏହା ଗୁଜରାଟ ତଟରେ ମାଡ଼ ହେବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର