ତଦନ୍ତ ପାଇଁ ଦବିନ୍ଦରଙ୍କୁ ଦିଲ୍ଲୀ ଅଣାଯିବ

୨୦୨୭ ସୁଦ୍ଧା ଜନସଂଖ୍ୟାରେ ଚୀନ୍‌କୁ ଟପିଯିବ ଭାରତ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ ହୋଇଥିବା ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଦବିନ୍ଦରଙ୍କ ବିରୋଧରେ ଏନ୍‌ଆଇଏ ଅସ୍ତ୍ରଶସ୍ତ୍ର ଆଇନ ଏବଂ ୟୁଏପିଏ (ବେଆଇନ କାର୍ଯ୍ୟ ନିବାରଣ ଆଇନ)ର ଧାରା ୧୮,୧୯,୨୦, ୩୮ ଏବଂ ୩୯ ଅଧୀନରେ ମାମଲା ରୁଜୁ କରିଛି। ମିଳିଥିବା ସୂଚନାନୁଯାୟୀ ଆସନ୍ତା ସୋମବାର ଦିନ ଏକ ଏନ୍‌ଆଇଏ ଟିମ୍‌ କାଶ୍ମୀର ଯିବେ। ଡିଏସ୍‌ପି ଦବିନ୍ଦର ସିଂହଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର