ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନୀଙ୍କର ଆଜି ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଉଷା ଗୋକନୀ ୫ ବର୍ଷ ଧରି ଅସୁସ୍ଥ ଥିଲେ। ଗତ ୨ ବର୍ଷ ହେବ ସେ ଶଯ୍ୟାଶାୟୀ ହୋଇଯାଇଥିଲେ। ଗୋକନୀ ମୁମ୍ବାଇରେ ଗାନ୍ଧୀ ସ୍ମାରକ ନିଧିର ପୂର୍ବତନ ଅଧ୍ୟକ୍ଷା ଥିଲେ। ଐତିହାସିକ ମଣି ଭବନରେ ଏହା ଅବସ୍ଥିତ। ଉଷା ଗୋକନୀ ଗାନ୍ଧିଜୀ ସେବାଗ୍ରାମ ଆଶ୍ରମରେ ତାଙ୍କ ପିଲାଦିନ କଟାଇଛନ୍ତି।
ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନୀଙ୍କ ପରଲୋକ
/sambad/media/post_attachments/wp-content/uploads/2023/03/564sf654fh65fhfhssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)