ଡିସେମ୍ବର ୧୨ରେ ବିବାହ କରିବେ କପିଲ ଶର୍ମା

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ୍‌ ଶର୍ମା ଡିସେମ୍ବର ୧୨ରେ ତାଙ୍କ ବାନ୍ଧବୀ ଗିନୀ ଚତ୍‌ରଥଙ୍କୁ ବିବାହ କରି‌ବେ। ଡିସେମ୍ବର ୧୪ରେ ଉଭୟ ମୁମ୍ବାଇରେ ଭୋଜି ଦେ‌େବ। କପିଲ କହିଛନ୍ତି ତାଙ୍କ ଭାଇଙ୍କ ବାହାଘର ସମୟରେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ବାହାଘର କମ୍‌ ଖର୍ଚ୍ଚରେ କରାଯାଇଥିଲା। କିନ୍ତୁ କପିଲ୍‌ଙ୍କ ବାହାଘର ବେଶ୍‌ ଧୁମ୍‌ଧାମ୍‌ରେ ହେବ ବୋଲି ତାଙ୍କ ମା’ଙ୍କ ଇଚ୍ଛା।

ସମ୍ବନ୍ଧିତ ଖବର