ଏ ରାଜା, କାନିମୋଝିଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ୨-ଜି ଦୁର୍ନୀତି ମାମଲାରେ ଦୋଷମୁକ୍ତ ହୋଇଥିବା ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ ରାଜା ଏବଂ ଡିଏମ୍‌କେ ସାଂସଦ କାନିମୋଝିଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ୨-ଜି ଦୁର୍ନୀତି ମାମଲାରେ ରାଜା ଏବଂ କାନିମୋଝି ଦୋଷମୁକ୍ତ ହେବାକୁ ବିରୋଧ କରି ସିବିଆଇ ଏବଂ ଇଡି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥଲେ। ଉଭୟ ସିବିଆଇ ଏବଂ ଇଡ଼ି ଆବେଦନକୁ ଆଧାର କରି ଆଜି ଦିଲ୍ଲୀ ହାଇକୋର୍ଟ ରାଜା ଏବଂ କାନିମୋଝିଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର