ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଛି। ପ୍ରଦୂଷଣ ରୋକିବା ଦିଗରେ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଏନ୍ଜିଟି ଦିଲ୍ଲୀ ସରକାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏନ୍ଜିଟି ଆଜି ଦିଲ୍ଲୀ ସରକାରଙ୍କ ଉପରେ ୨୫ କୋଟି ଟଙ୍କା ଜରିମାନା ଲାଗୁ କରିଛନ୍ତି। ଏହି ଜରିମାନା ଅର୍ଥକୁ ଦିଲ୍ଲୀ ସରକାରୀ ଅଧିକାରୀ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ଦରମାରୁ କାଟିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ:୨୫ କୋଟି ଜରିମାନା ଲାଗୁ
/sambad/media/post_attachments/wp-content/uploads/2018/12/delhi-pollution_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)