ଚେନ୍ନାଇ : ୨୦୧୬ ନଭେମ୍ବର ୮ ତାରିଖରେ ଯେତେବେଳେ ବିମୁଦ୍ରୀକରଣ ଘୋଷଣା ହେଲା ସେ ସମୟରେ ତାମିଲ ସୁପରଷ୍ଟାର ରଜନୀକାନ୍ତ ବିମୁଦ୍ରୀକରଣକୁ ସ୍ବାଗତ ଏବଂ ସମର୍ଥନ କରିଥିଲେ। କିନ୍ତୁ ଏବେ ବିମୁଦ୍ରୀକରଣ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ ଏବଂ ଏଥିନେଇ ଏକ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି। ରଜନୀକାନ୍ତଙ୍କର ଏଭଳି ବୟାନ ଆଜି ସମସ୍ତଙ୍କୁ ଚକିତ କରିଦେଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp