ଖାଇକୁ ବସ୍‌ ଖସି ୧୩ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲା ଅନ୍ତର୍ଗତ ଦେଘାଟରୁ ନୈନିତାଲ ଜିଲ୍ଲା ରାମ ନଗର ଯାଉଥିବା ଏକ ଘରୋଇ ବସ୍‌ ଆଜି ଟୋଟାମ୍‌ ନିକଟରେ ଭାରସାମ୍ୟ ହରାଇ ୧୫୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଛି। ଫଳରେ ୯ଜଣ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୧ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିବା ବେଳେ ସେମାନଙ୍କୁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର