ଆସିଲା ବିସ୍ତୃତ ତାଲିକା, ଏମାନେ ପାଇଲେ ଏହି ବିଭାଗ

ନୂଆଦିଲ୍ଲୀ: ଆଜି ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ
ଭାବେ ଶପଥ ନେଇଛନ୍ତି | ଆଉ ଏବେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି |

ନଜର ପକାନ୍ତୁ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ତାଲିକା |
ରାଜନାଥ ସିଂହ: ପ୍ରତିରକ୍ଷା ମନ୍ତ୍ରାଳୟ
ଅମିତ ଶାହା: ଗୃହ ମନ୍ତ୍ରାଳୟ
ନିତିନ ଗଡ଼କରୀ: ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ
ନିର୍ମଳା ସୀତାରମଣ: ଅର୍ଥ ମନ୍ତ୍ରାଳୟ
ନରେନ୍ଦ୍ର ସିଂହ ତୋମାର: କୃଷି ମନ୍ତ୍ରାଳୟ
ଡ଼.ଏସ ଜୟଶଙ୍କର: ବୈଦେଶିକ ମନ୍ତ୍ରାଳୟ
ଅର୍ଜୁନ ମୁଣ୍ଡା: ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ
ପୀୟୂଷ ଗୋୟଲ: ବାଣିଜ୍ୟ, ଶିଳ୍ପ, ଖାଦ୍ୟ ବଣ୍ଟନ, ବୟନ
ପ୍ରହ୍ଲାଦ ଯୋଶୀ: ସଂସଦୀୟ ବ୍ୟାପାର, ଖଣି ମନ୍ତ୍ରାଳୟ
ନାରାୟଣ ରାଣେ: କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରାଳୟ
ଅଶ୍ୱିନୀ ବୈଷ୍ଣବ: ରେଳ ମନ୍ତ୍ରାଳୟ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା
ଧର୍ମେନ୍ଦ୍ର ପ୍ରଧାନ: ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ
ହରଦୀପ ସିଂହ ପୁରୀ:ପେଟ୍ରୋଲିୟମ ମନ୍ତ୍ରାଳୟ
ଅନୁରାଗ ଠାକୁର: ଯୁବ, କ୍ରୀଡା ସହ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
ଜ୍ୟୋତିରାଦିତ୍ୟ ସିନ୍ଧିଆ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
ମନସୁଖ ମାଣ୍ଡଭିୟ: ସ୍ୱାସ୍ଥ୍ୟ, ସାର ଓ ରସାୟନ ମନ୍ତ୍ରାଳୟ
ସ୍ମୃତି ଇରାନୀ: ମହିଳା ଓ ଶିଶୁବିକାଶ କଲ୍ୟାଣ ମନ୍ତ୍ରାଳୟ
କିରଣ ରିଜିଜୁ: ନ୍ୟାୟ ଓ ଆଇନ ମନ୍ତ୍ରାଳୟ
ଗିରିରାଜ ସିଂହ: ପଞ୍ଚାୟତିରାଜ ଓ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ
ଡ. ବୀରେନ୍ଦ୍ର କୁମାର: ସାମାଜିକ ନ୍ୟାୟ ଓ ସଶକ୍ତିକରଣ
ପଶୁପତି କୁମାର ପାରସ: ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
ପୁରୁଷୋତ୍ତମ ରୁପାଲା: ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ
ଭୂପେନ୍ଦର ୟାଦବ: ଶ୍ରମ ଓ ପରିବେଶ ମନ୍ତ୍ରାଳୟ
ମନ୍‌ସୁଖ୍‌ ମାଣ୍ଡଭିୟା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ରାଜକୁମାର ସିଂହ: ଶକ୍ତି ମନ୍ତ୍ରାଳୟ
ଗଜେନ୍ଦ୍ର ସିଂହ ଶେଖାୱତ୍: ଜଳଶକ୍ତି ମନ୍ତ୍ରାଳୟ
ରାମଚନ୍ଦ୍ର ପ୍ରସାଦ ସିଂହ: ଇସ୍ପାତ ମନ୍ତ୍ରାଳୟ
ସର୍ବାନନ୍ଦ ସୋନୱାଲ: ଆୟୁଷ, ବନ୍ଦର, ଜାହାଜ ପରିବହନ
ହରଦୀପ ସିଂହ ପୁରୀ: ପେଟ୍ରୋଲିୟମ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ
ଜି.କିଶନ ରେଡ୍ଡୀ:ସଂସ୍କୃତି ମନ୍ତ୍ରାଳୟ

ସମ୍ବନ୍ଧିତ ଖବର