ବଂଶବାଦ ଉପରେ ବିକାଶବାଦର ବିଜୟ

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଆସିବା ପରେ ଦଳର ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ କଂଗ୍ରେସ ଉପରେ ପରୋକ୍ଷରେ ବର୍ଷିଛନ୍ତି। ଏହା ବଂଶବାଦ ଉପରେ ବିକାଶବାଦର ବିଜୟ ବୋଲି ସେ କହିଛନ୍ତି। ସେହିପରି ନିର୍ବାଚନ ଜିତିବା ପାଇଁ ହୀନ ରାଜନୀତି ନୁହେଁ, ବରଂ ଦକ୍ଷତା ପ୍ରଦର୍ଶନ ହିଁ ମୂଳ ଅସ୍ତ୍ର ବୋଲି ଅମିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର