ନୂପୁର ଶର୍ମାଙ୍କୁ ସମର୍ଥନ କଲେ ଦିଲୀପ ଘୋଷ, ବିତର୍କ ପାଇଁ ଆହ୍ବାନ ଦେଲେ

କୋଲକାତା: ପଶ୍ଚିମବଂଗର ବରିଷ୍ଠ ବିଜେପି ନେତା ତଥା ସାଂସଦ ଦିଲୀପ ଘୋଷ ଦଳର ନିଲମ୍ବିତ ପ୍ରବକ୍ତା ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି। କୌଣସି ବିଚାରଧାରା ବିରୋଧରେ ବୟାନ ପାଇଁ ବର୍ବର ହିଂସାକୁ ଓହ୍ଲାଇବା ଅତି ରୁଗ୍‌ଣ ମାନସିକତାକୁ ଦର୍ଶାଉଛି ବୋଲି ଘୋଷ ‘ଇଣ୍ଡିଆ ଟୁଡେ’କୁ କହିଛନ୍ତି। ଏଭଳି ସ୍ଥିତିରେ ବିତର୍କ ପାଇଁ ଆସିବା ବଦଳରେ କିଛି ଲୋକ ଖଣ୍ଡାରେ ଆକ୍ରମଣ ପାଇଁ ଓହ୍ଲାଇବା କିଭଳି କାର୍ଯ୍ୟ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର