ଗଂଗା ନଦୀର ସୁରକ୍ଷା ପାଇଁ ବାରଣାସୀ ଜିଲ୍ଲା ପ୍ରଶାସନର କଠୋର ନିୟମ

ଗଂଗା ନଦୀର ସୁରକ୍ଷା ପାଇଁ ବାରଣାସୀ ଜିଲ୍ଲା ପ୍ରଶାସନ ଏବେ କେତେକ କଠୋର ନିୟମ ଲାଗୁ କରିଛନ୍ତି। ଗଂଗାରେ କେହି ଆବର୍ଜନା ଫୋପାଡ଼ିଲେ ତାଙ୍କୁ ୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ। ଯଦି ସେହି ସମାନ ବ୍ୟକ୍ତି ଦ୍ବିତୀୟ ବାର ଆବର୍ଜନା ଫୋପାଡ଼ିବେ ତା’ହେଲେ ୧୦ ହଜାର ଏବଂ ତୃତୀୟ ବାର ଆବର୍ଜନା ଫୋପାଡ଼ିଲେ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.