କୋଭିଡ-୧୯ ସଂକ୍ରମଣ ରୋକିବା ଲାଗି ଡିଆର୍‌ଡିଓ ପ୍ରସ୍ତୁତ କରିଛି ଦୁଇଟି ବିଶୋଧକ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି। ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ ଉପଯୋଗ କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି। ଏହି ପରୀପ୍ରେକ୍ଷୀରେ ମହାମାରୀ କାଳରେ ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ଦୁଇଟି ଦ୍ରବ୍ୟ ବିକଶିତ କରିଛି।

Automatic Miss Belt sanitizer defenses unique (MCO) କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ। ଅଗ୍ନି ବିସ୍ଫୋରକ ଏବଂ ପରିବେଶ ନିରାପତ୍ତା କେନ୍ଦ୍ରର ବିଶେଷଜ୍ଞ ଜ୍ଞାନ ଉପଯୋଗ କରି କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ ବିକଶିତ କରିଛନ୍ତି। ଏହି ସ୍ପର୍ଶ ବିହୀନ ଆଲକହଲ ଯୁକ୍ତ ସାନିଟାଇଜର କୌଣସି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ହାତର ବିଶୋଧକଭାବେ କାର୍ଯ୍ୟ କରିବ।

ଏକ ଅଲଟ୍ରାସୋନିକ ସେନ୍‌ସର୍ ଦ୍ୱାରା ହାତର ସ୍ପର୍ଶ ବିନା ଏହାକୁ ପ୍ରୟୋଗ କରିହେବ। ଏଥିରୁ ନିର୍ଗତ ଏକ ଧୂଆଁଳିଆ ମିଶ୍ରଣର ସ୍ପ୍ରେ ଦ୍ୱାରା ହାତକୁ ପୂରାପୁରି ବିଶୋଧନ କରିହେବ। ଏହି ବିଶୋଧକ ଏକାନ୍ତବାସ, ସଂଗରୋଦ୍ଧ ସ୍ଥାନକୁ ଯିବା ଆସିବା ବେଳେ ମଧ୍ୟ ବିଶୋଧନ ପାଇଁ ବ୍ୟବହାର କରାଯାଇପାରିବ।

UV-C Sanitation box and held UV – Device ପ୍ରତିରକ୍ଷା ଓ ଅନ୍ୟାନ୍ୟ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଆଣବିକ ଔଷଧ ଏବଂ ଅନ୍ୟାନ୍ୟ ବିଜ୍ଞାନ(INMA) ଦିଲ୍ଳୀସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(DRDO) ବିଜ୍ଞାନ ଗବେଷଣା ମିଳିତ ଭାବେ ଏକ ବିଶୋଧକ ଯନ୍ତ୍ର ନିର୍ମାଣ କରିଛନ୍ତି। ଏଥିରୁ ନିର୍ଗତ ରଶ୍ମ କୋଭିଡ-୧୯ରେ ରହିଥିବା ସଂକ୍ରମଣ ଜୀବାଣୁ ଗୁଡିକୁ ନଷ୍ଟ କରିଦେଇ ପାରିବ। ଏହି UV-C ମେସିନ ଅଣୁ ଜୀବଗୁଡକୁ ଖୁବ୍‌ଶୀଘ୍ର ମାରିଦେଇ ପାରିବ। ଏହା ଜୀବାଣୁଗୁଡିକ ନଷ୍ଟ କରିବା ସହ ପରିବେଶର କୌଣସି କ୍ଷତି କରିବ ନାହିଁ। ।

ସମ୍ବନ୍ଧିତ ଖବର