ମୁମ୍ବାଇ : ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଜାରି ହୋଇଛି। ଏହା ଅଧୀନରେ କର୍ମଚାରୀମାନେ ଅଫିସ୍କୁ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି ଆସିପାରିବେ ନାହିଁ। କର୍ମଚାରୀମାନଙ୍କୁ ଚପଲ ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ସହିତ ସମସ୍ତ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଖଦି କପଡ଼ା ପିନ୍ଧି ଆସିବାକୁ କୁହାଯାଇଛି।
ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ୍
/sambad/media/post_attachments/wp-content/uploads/2019/06/office.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)