ଭାରତ-ବାଂଲାଦେଶ ସୀମାରେ ଭୂମିକମ୍ପ

କୋଲକାତା : ଭାରତ-ବାଂଲାଦେଶ ସୀମାର ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂମିକମ୍ପ ହୋଇଛି। ସକାଳ ୭.୧୦ ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୩ ଥିଲା। ଏହି ଭୂମିକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ।

ସମ୍ବନ୍ଧିତ ଖବର