ପଶ୍ଚିମ ଇରାନ୍‌ରେ ଭୂକମ୍ପ

ନୂଆଦିଲ୍ଲୀ: ଇରାକ୍‌ ସୀମା ନିକଟସ୍ଥ ପଶ୍ଚିମ ଇରାନ୍‌ରେ ଆଜି ୫.୫ ତୀବ୍ରତାର ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପ ଯୋଗୁ ପାଖାପାଖି ୩୦ ଜଣ ଆହତ ହୋଇଛନ୍ତି। ନଭେମ୍ବରରେ ପଶ୍ଚିମ ଇରାନ୍‌ରେ ୬.୩ ତୀବ୍ରତାର ଭୂକମ୍ପ ‌ହୋଇ ୭୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର