ଫ୍ଲୋରିଡ଼ାରେ ଇଆନ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି

ୱାସିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ାରେ ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଇଆନରେ ମୃତ୍ୟୁସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ବିଶ୍ବରେ ଏହି ତୋଫାନ ଯୋଗୁ ଅତିକମ୍‌ରେ ୫୪ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାଂଶ ମୃତ୍ୟୁ ପାଣିରେ ବୁଡ଼ିଯିବା କାରଣରୁ ହୋଇଛି। ନର୍ଥ କ୍ୟାରୋଲିନାରେ ଏଥିଯୋଗୁ ୪ ଜଣଙ୍କର ଏବଂ କ୍ୟୁବାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସମ୍ବନ୍ଧିତ ଖବର