ଇଜିପ୍ଟ ପୁଲିସର ଚଢ଼ଉ ୪୦ ଆତଙ୍କବାଦୀ ନିପାତ

0

କାଇରୋ: ଇଜିପ୍ଟରେ ଆତଙ୍କବାଦୀମାନେ ଶୁକ୍ରବାର ପର୍ଯ୍ୟଟକଙ୍କ ଏକ ବସ୍‌ ଉପରେ ବୋମାମାଡ଼ କରି ୪ ଜଣଙ୍କୁ ହତ୍ୟା କରିବା ପରେ ପୁଲିସ ପକ୍ଷରୁ ବଡ଼ଧରଣର ଚଢ଼ଉ ଅଭିଯାନ ଜାରି ରହିଛି। ଆଜି ଭୋର‌ରେ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ପୁଲିସ ଧ୍ବଂସ କରିଛି ଏବଂ ଏଥିରେ ୪୦ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.