ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ସୁନିଲ୍ ଆରୋରା। ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓ ପି ରାୱତ ଗତକାଲି ଅବସର ନେବାପରେ ଆରୋରା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଆରୋରା ରାଜସ୍ଥାନ କ୍ୟାଡରର ୧୯୮୦ ବ୍ୟାଚ୍ ପ୍ରଶାସନିକ ଅଧିକାରୀ। ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ ସରକାରରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି।
ଦାୟିତ୍ବ ନେଲେ ମୁଖ୍ୟ ନିର୍ବାଚନ କମିସନର ସୁନିଲ୍ ଆରୋରା
/sambad/media/post_attachments/wp-content/uploads/2018/12/sunil-arora-1.jpg)