ନୂଆଦିଲ୍ଲୀ: ଆଗକୁ ସଧାରଣ ନିର୍ବାଚନ ଥିବାରୁ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିଚାଲିଛି । ତେବେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ପରେ ଯେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ । ନିର୍ବାଚନ ପ୍ରସ୍ତୁତିର ଆକଳନ କରିବା ପାଇଁ ଏବେ କମିସନଙ୍କ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଏବଂ ମାର୍ଚ୍ଚ ୧୩ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଏହି କ୍ରମରେ ସେ ଗତ ସପ୍ତାହରେ ଭୁବନେଶ୍ବର ମଧ୍ୟ ଆସିଥିଲେ ।
ସୂଚନା ଅନୁସାରେ ନିର୍ବାଚନକମିସନ୬କିମ୍ବା୭ଟିପର୍ଯ୍ୟାୟରେଲୋକସଭାନିର୍ବାଚନକରିପାରନ୍ତି ।ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମଭଳିରାଜ୍ୟରେଦୁଇକିମ୍ବାଅଧିକପର୍ଯ୍ୟାୟରେନିର୍ବାଚନହେବ।ତାମିଲନାଡୁ, କେରଳ, ଗୁଜରାଟ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାଓକେନ୍ଦ୍ରଶାସିତଅଞ୍ଚଳରେଗୋଟିଏପର୍ଯ୍ୟାୟରେମତଦାନହେବ।
ବର୍ତ୍ତମାନସୁଦ୍ଧାଧାର୍ଯ୍ୟହୋଇଥିବାକାର୍ଯ୍ୟସୂଚୀଅନୁଯାୟୀ, ନିର୍ବାଚନକମିସନଜମ୍ମୁ-କଶ୍ମୀରଗସ୍ତସହଲୋକସଭାନିର୍ବାଚନପାଇଁନିଜରଗସ୍ତକାର୍ଯ୍ୟକ୍ରମଶେଷକରିବେ।ଜମ୍ମୁ-କଶ୍ମୀରଗସ୍ତପରେନିର୍ବାଚନକମିସନପ୍ରସ୍ତୁତିରଚୂଡ଼ାନ୍ତସମୀକ୍ଷାକରିବେଏବଂତା'ପରେପର୍ଯ୍ୟାୟନିର୍ଦ୍ଧାରଣକରିବେ।