ବଢ଼ିଲା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା

ନୂଆଦିଲ୍ଲୀ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ସଂଶୋଧିତ ହୋଇଥିବା କଥା ବଜେଟ୍‌ ଅଭିଭାଷଣରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ସଂଶୋଧିତ ହାରରେ ଏବେ ରାଷ୍ଟ୍ରପତି ୫ ଲକ୍ଷଟଙ୍କା, ଉପରାଷ୍ଟ୍ରପତି ୪ ଲକ୍ଷ ଟଙ୍କା ଏବଂ ରାଜ୍ୟପାଳମାନେ ୩. ୫ ଲକ୍ଷ ଟଙ୍କା ମାସିକ ବେତନ ପାଇବେ। ପ୍ରତି ପାଞ୍ଚ ବର୍ଷରେ ସାଂସଦମାନଙ୍କର ଦରମାହାର ମୁଦ୍ରାସ୍ଫିତି ଆଧାରରେ ସଂଶୋଧିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର