ଶ୍ରୀନଗର : ଡେରାଡୁନ୍ରେ ଅଧ୍ୟୟନ କରୁଥିବା ଜଣେ ୨୨ ବର୍ଷୀୟ କଶ୍ମୀର ଛାତ୍ର ସୋହେବ ଦୁଇ ସପ୍ତାହ ତଳେ ଏକ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବା ଜଣାପଡ଼ିଛି। େସାହେବର ମା’ ତାକୁ ଏହି ରାସ୍ତାରୁ ଫେରି ଆସିବାପାଇଁ ବାଧ୍ୟ କରିବା ସହ ନ ଫେରିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ସୋହେବ ଏହାକୁ କର୍ଣ୍ଣାପତ କରିନାହିଁ। ଏବେ ସୋହେବକୁ ଠାବ କରିବା ପାଇଁ ସ୍ଥାନୀୟ ପୁଲିସ ଉଦ୍ୟମ ଜାରି ରଖିଛି।
ମା’ର ଆତ୍ମହତ୍ୟା ଚେତାବନୀ ସତ୍ତ୍ବେ : ଆତଙ୍କବାଦୀ ସାଜିଲେ କଶ୍ମୀର ଛାତ୍ର
/sambad/media/post_attachments/wp-content/uploads/2018/10/terrorist.jpg)