ପ୍ରତି ବର୍ଷ ଲକ୍ଷାଧିକ ଲୋକ ଗଳା କର୍କଟରେ ଆକ୍ରାନ୍ତ

0

ନୂଆଦିଲ୍ଲୀ: ଭାରତରେ ପ୍ରତି ବର୍ଷ ଲକ୍ଷାଧିକ ଲୋକ ମୁଣ୍ଡ ଏବଂ ଗଳା କର୍କଟରେ ଆକ୍ରାନ୍ତ ହେଉଛନ୍ତି।ଏହାର ମୁଖ୍ୟ କାରଣ ତମାଖୁ ଏବଂ ମାଦକ ଦ୍ରବ୍ୟ ସେବନ ବୋଲି ସୂଚନା ଦେଇଛନ୍ତି ଡକ୍ଟର ଅଭିଶେଖ ଆନନ୍ଦ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ତମାଖୁ ଏବଂ ମାଦକ ଦ୍ରବ୍ୟ ସେବନ ଯୋଗୁଁ ଭାରତରେ ପ୍ରତି ବର୍ଷ ୧.୨ ଲକ୍ଷ ଲୋକ କ୍ୟାନ୍ସର୍‌ ବା କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ହ୍ୟୁମାନ୍‌ ପୈପିଲୋମା ଭାଇରସ୍‌ ଯୋଗୁଁ ସଂକ୍ରମଣ ହୋଇଥାଏ । ଏହି ସଂକ୍ରମଣକୁ ରୋକାଯାଇପାରିବ ଯଦି ଠିକ୍‌ ସମୟରେ ଏହାର ଉପଚାର କରାଯିବ ବୋଲି କହିଛନ୍ତି ଆନନ୍ଦ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.