ରୢାଲିରେ ବିସ୍ଫୋରଣ, ୧୬ ମୃତ

କାବୁଲ୍‌ : ଆଫଗାନିସ୍ତାନର ପୂର୍ବ ନାନ୍‌ଗଡ଼ହର ପ୍ରଦେଶରେ  ଏକ ନିର୍ବାଚନୀ ରୢାଲି ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୩୦ ଜଣ ଆହତ ହୋଇଛନ୍ତି। ତେବେ କୌଣସି ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ତାଲିବାନ୍‌ କିମ୍ବା ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ଆକ୍ରମଣ ଘଟାଇ ଥାଇ ପାରନ୍ତି।

ସମ୍ବନ୍ଧିତ ଖବର