ବିହାରରେ ନକଲି ଥାନା

ପାଟନା: ବିହାରର ବାଙ୍କାରେ ଏକ ନକଲି ଥାନା ଠାବ ହୋଇଛି। ଠକ ଦଳ ପୁଲିସ ପୋଷାକ ପିନ୍ଧି ଏକ ହୋଟେଲ୍‌ରୁ ଏହି ଥାନା ପରିଚାଳନା କରୁଥିଲେ। ସେମାନେ ଶତାଧିକ ଲୋକଙ୍କଠାରୁ ବଟି ଆଦାୟ କରିଛନ୍ତି। ସ୍ଥାନୀୟ ପୁଲିସ ମୁଖ୍ୟଙ୍କ ବାସଭବନଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ନକଲି ଥାନା ଚାଲୁଥିଲା। ଏହି ଘଟଣାରେ ୨ ମହିଳାଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର