ନାବାଳିକା ଝିଅକୁ ଦୁଷ୍କର୍ମ ପରେ ବାପାଙ୍କ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବାର ୬ ଦିନ ପରେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ସ୍ତ୍ରୀ ତାଙ୍କର ୧୪ ବର୍ଷର ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଧରିଆୱାଡ ଥାନାରେ ରବିବାର ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ବାପା ‌େଫରାର ଥିଲେ। ସ୍ତ୍ରୀ ଏବଂ ପୀଡିତା ଝିଅ ତାଙ୍କ ମାମୁ ଘରେ ଥିବା ବେଳେ ଅଭିଯୁକ୍ତ ବାପା ନିଜ ଘରକୁ ଫେରି ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର