ନୂଆଦିଲ୍ଲୀ: ବାୟୁସେନାର ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ ଏନ୍ଏସ୍ ଧିଲୋଁଙ୍କୁ ନୂଆ ଦାୟତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ଏବେ ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏବେ ଦେଶର ପରମାଣୁ ଅସ୍ତ୍ରଭଣ୍ଡାର ତାଙ୍କ ଦାୟିତ୍ୱରେ ରହିବ। ସୂଚନାଯୋଗ୍ୟ କି ପରମାଣୁ ଅସ୍ତ୍ରଭଣ୍ଡାରର ଚାବି କାଠି ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟଙ୍କ ହାତରେ ହିଁ ରହିଥାଏ।
Fighter pilot Air Marshal NS Dhillon appointed as the new Strategic Forces Command Chief. The Strategic Forces Command looks after the strategic nuclear arsenal of the country. pic.twitter.com/kTL4KX4uyo
— ANI (@ANI) 30 March 2019