ଲକ୍ଷ୍ନୌ : ଆଲିଗଡ଼ରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ), ଏନ୍ପିଆର୍ ଏବଂ ଏନ୍ଆର୍ସି ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ୬୦ ମହିଳା ଆନ୍ଦୋଳନକାରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି ମହିଳାମାନେ ଆନ୍ଦୋଳନ କରିବା ସହ ହିଂସାକାଣ୍ଡରେ ସାମିଲ ଥିଲେ। ଏଥିପାଇଁ ସରକାରୀ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହିଂସାକାଣ୍ଡ ଘଟାଇବାରେ ସହଯୋଗ କରିଥିବାରୁ ୬୦ ମହିଳାଙ୍କ ବିାରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି ବୋଲି ଆଲିଗଡ଼ ସିଭିଲ୍ ଲାଇନ୍ର ସର୍କଲ ଅଫିସର (ସିଓ) ଅନୀଲ ସାମାନିଆ କହିଛନ୍ତି। ଏହି ହିଂସାକାଣ୍ଡ ଉତ୍ତରପ୍ରଦେଶର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାରୁ ଅଣାୟତ୍ତ ସ୍ଥିତି ଉପୁଜିଥିଲା।
ଆନ୍ଦୋଳନରେ ସାମିଲ ୬୦ ମହିଳାଙ୍କ ବିରୋଧରେ ଏଫ୍ଆଇଆର୍
/sambad/media/post_attachments/wp-content/uploads/2020/01/caa-aligarh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)