ମୁମ୍ବାଇ : ଶୁକ୍ରବାର ଅପରାହ୍ନରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସେଟ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।। ଅପରାହ୍ନ ୪.୩୦ରେ ଅନ୍ଧେରି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ସମ୍ମୁଖସ୍ଥ ଚିତ୍ରକୂଟ ଗ୍ରାଉଣ୍ଡରେ ସ୍ଥାପିତ ଏହି ଫିଲ୍ମ ସେଟ୍ରେ ନିଆଁ ଲାଗି ଯାଇଥିଲା। ସେଟ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ସେତେବେଳେ ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଏହି ସେଟ୍କୁ ଲାଗି ଅନ୍ୟ ଏକ ସେଟ୍ରେ ସୁଟିଂ କରୁଥିଲେ। ରାଜବୀର ସୁରକ୍ଷିତ ଅଛନ୍ତି। ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।
ରଣବୀର-ଶ୍ରଦ୍ଧା କପୁରଙ୍କ ଫିଲ୍ମ ସେଟ୍ରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2022/07/fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)