ପ୍ରଥମ ହିନ୍ଦୁ ଆମେରିକୀୟ ଭାବେ ରାଷ୍ଟ୍ରପତି ନିର୍ବାନଚ ଲଢ଼ୁ୍‌ଥିବାରୁ ମୁଁ ଗର୍ବିତ : ତୁଲ୍‌ସୀ ଗବାର୍ଡ

ୱାସିଂଟନ୍‌ : ପ୍ରଥମ ହିନ୍ଦୁ ସାଂସଦ ଭାବେ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା ତୁଲ୍‌ସୀ ଗବାର୍ଡ ଆଗାମୀ ଫେବ୍ରୁଆରି ୨ ତାରିଖରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ। ୟୁଏସ୍‌ କଂଗ୍ରେସକୁ ପ୍ରଥମ ହିନ୍ଦୁ ଭାବେ ନିର୍ବାଚିତ ହୋଇଥିବା ଗବାର୍ଡ ଆଜି କହିଛନ୍ତି ଯେ ପ୍ରଥମ ହିନ୍ଦୁ ଆମେରିକୀୟ ଭାବେ ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିବାରୁ ଖୁବ୍‌ ଗର୍ବିତ। ୩୭ ବର୍ଷୀୟା ତୁଲ୍‌ସୀ ଗତ ଜାନୁଆରି ୧୧ରେ ଘୋଷଣା କରିଥିଲେ ଯେ ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର