ୱାସିଂଟନ: ଚନ୍ଦ୍ରପୃଷ୍ଠରେ ପ୍ରଥମେ ପହଂଚିବା ମହିଳା ଜଣକ ଆମେରିକାର ହେବେ ବୋଲି ଉପରାଷ୍ଟ୍ରପତି ମିକେ ପେନ୍ସ ସ୍ପଷ୍ଟ କରିଛନ୍ତି। ସାଟେଲାଇଟ୍ ୨୦୧୯ ସମ୍ମିଳନୀରେ ସେ କହିଛନ୍ତି ଆମେରିକା ଚନ୍ଦ୍ରରେ ପହଂଚିବା ପାଇଁ ଆଉ ଗୋଟିଏ ମିଶନ ଜାରି ରଖିଛି। ଆସନ୍ତା ୫ ବର୍ଷ ମଧ୍ୟରେ ଆମେରିକା ପୁଣି ଚନ୍ଦ୍ରକୁ ଫେରିବ।
ଚନ୍ଦ୍ରରେ ପ୍ରଥମ ମହିଳା ଆମେରିକାର
/sambad/media/post_attachments/wp-content/uploads/2019/05/Sally_Ride_in_1984.jpg)