ଚନ୍ଦ୍ରରେ ପ୍ରଥମ ମହିଳା ଆମେରିକାର

0

ୱାସିଂଟନ: ଚନ୍ଦ୍ରପୃଷ୍ଠରେ ପ୍ରଥମେ ପହଂଚିବା ମହିଳା ଜଣକ ଆମେରିକାର ହେବେ ବୋଲି ଉପରାଷ୍ଟ୍ରପତି ମିକେ ପେନ୍ସ ସ୍ପଷ୍ଟ କରିଛନ୍ତି। ସାଟେଲାଇଟ୍‌ ୨୦୧୯ ସମ୍ମିଳନୀରେ ସେ କହିଛନ୍ତି ଆମେରିକା ଚନ୍ଦ୍ରରେ ପହଂଚିବା ପାଇଁ ଆଉ ଗୋଟିଏ ମିଶନ ଜାରି ରଖିଛି। ଆସନ୍ତା ୫ ବର୍ଷ ମଧ୍ୟରେ ଆମେରିକା ପୁଣି ଚନ୍ଦ୍ରକୁ ଫେରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.