ମିଳିଲା ଶବ ସ୍ଥାନାନ୍ତର ବେଳର ଫୁଟେଜ୍‌

ଅଙ୍କାରା : ସାଉଦି ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟାକାଣ୍ଡରେ ଏବେ ଏକ ବଳିଷ୍ଠ ପ୍ରମାଣ ତୁର୍କୀ ଟିଭି ଚ୍ୟାନେଲ୍‌ ନିକଟରେ ହସ୍ତଗତ ହୋଇଛି। ସାମ୍ବାଦିକ ଖ‌ସୋଗିଙ୍କୁ ହତ୍ୟା ପରେ ତାଙ୍କ ମୃତଦେହକୁ ୫ଟି ସୁଟ୍‌କେସ୍‌ ଏବଂ ୨ଟି ବଡ଼ ବ୍ୟାଗ୍‌ରେ ସ୍ଥାନାନ୍ତର କରାଯାଉଥିବା ବେଳର ଏକ ସିସିଟିଭି ଫୁଟେଜ୍‌ ଏବେ ତୁର୍କୀ ଟିଭି ଚ୍ୟାନେଲ୍‌ର ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର